ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୫୦ ।

0 1,020

ଭୁବନେଶ୍ବର,ତା-୦୯/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୨୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୬,୯୭୦, ଚିକିତ୍ସିତ ସଂଖ୍ୟା ୩,୪୮୭ ମୃତ ସଂଖ୍ୟା ୧,୭୮୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୦ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୯୬୦, ସୁସ୍ଥ ସଂଖ୍ୟା ୫୧,୩୦୨,ଚିକିତ୍ସିତ ସଂଖ୍ୟା ୩୪୨ ଏବଂ ମୃତ ସଂଖ୍ୟା ୩୦୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୮୬ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୦ ବୋଲି ଜଣାପଡିଛି ।

Leave A Reply

Your email address will not be published.