ବ୍ରହ୍ମପୁର,ତା-୦୨/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୫୮୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୨,୭୩୪, ଚିକିତ୍ସିତ ସଂଖ୍ୟା ୫,୦୪୬ ମୃତ ସଂଖ୍ୟା ୧,୭୫୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୬୫୮, ସୁସ୍ଥ ସଂଖ୍ୟା ୨୧,୩୬୦, ଚିକିତ୍ସିତ ସଂଖ୍ୟା ୪୮ ଏବଂ ମୃତ ସଂଖ୍ୟା ୨୪୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୮୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୭ ବୋଲି ଜଣାପଡିଛି ।