୫୦ ଲକ୍ଷ ଟଙ୍କାର ବାଣ ସହ ଟ୍ରକ ଜବତ। ଜିଲ୍ଲା By PPT NEWS On Nov 12, 2020 0 529 Share ଗଞ୍ଜାମ,୧୨/୧୧:ଗଞ୍ଜାମ ଜିଲ୍ଲା ଧରାକୋଟ ପୁଲିସ ବିପୁଳ ପରିମାଣର ବାଣ ଜବତ କରିଛି। ଜବତ ବାଣର ମୂଲ୍ୟ ୫୦ଲକ୍ଷ ଟଙ୍କା ହେବା। ବାଣ ବୋଝେଇ ଟ୍ରକ ଓଆର ୦୭ବି ୪୧୦୧କୁ ମଧ୍ୟ ପୁଲିସ ଜବତ କରିଛି। ଧରାକୋଟ ଥାନା କେଶ୍ ନଂ ୧୬୯/୨୦୨୦ ଅନୁଯାୟୀ ମାମଲା ରୁଜୁ ହୋଇଛି। 0 529 Share