କାର, ବୋଲେରୋ ସହ ଗଞ୍ଜେଇ ଜବତ: ୫ଗିରଫ ।

0 604

ଭଞ୍ଜନଗର,୧୦/୧୧(ପିପିଟି); ଭଞ୍ଜନଗର ପୋଲିସ ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ ଦୁର୍ଗାପ୍ରସାଦ ଠାରେ ଛକି ରହି ଗୋଟିଏ ମାରୁତି ଏଷ୍ଟିମ କାର ଓ ଗୋଟିଏ ବୋଲେରୋ ଗାଡିକୁ ସନ୍ଦେହରେ ଅଟକାଇ ତଲାସୀ ନେବାରୁ ସେଥିରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜାଣିପାରି ଗାଡି ୨ଟି ସମେତ ସେଥିରୁ ୪୦.୫୦୦ଗ୍ରାମ ଗଞ୍ଜେଇ ଜବତ କରିଛି।ଏଥିସହ କନ୍ଧମାଳ ଜିଲ୍ଲାର ୫ଜଣ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଭୁବନେଶ୍ୱର ଗଞ୍ଜେଇ ଚାଲାଣ କରୁଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.