ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୯ ।

0 1,288

ବ୍ରହ୍ମପୁର,ତା-୨୮/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫,୪୮୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୬୮,୧୧୫, ଚିକିତ୍ସିତ ସଂଖ୍ୟା ୧୬,୦୩୦, ମୃତ ସଂଖ୍ୟା ୧,୨୮୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୯ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୧୦୩, ସୁସ୍ଥ ସଂଖ୍ୟା ୨୦,୬୯୮, ଚିକିତ୍ସିତ ସଂଖ୍ୟା ୧୬୯ ଏବଂ ମୃତ ସଂଖ୍ୟା ୨୨୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୫୪୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୯ ବୋଲି ଜଣାପଡିଛି ।

Leave A Reply

Your email address will not be published.