କଟକ ,ତା-୨୭/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୩,୯୪୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୬୬,୧୦୫, ଚିକିତ୍ସିତ ସଂଖ୍ୟା ୧୬,୫୧୨, ମୃତ ସଂଖ୍ୟା ୧,୨୭୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୪୪୭, ସୁସ୍ଥ ସଂଖ୍ୟା ୨୪,୦୩୮,ଚିକିତ୍ସିତ ସଂଖ୍ୟା ୧,୩୦୦, ମୃତ ସଂଖ୍ୟା ୧୦୫ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୪୭ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୫ ବୋଲି ଜଣାପଡିଛି ।