ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୬୮ ।

0 797

ଭୁବନେଶ୍ବର ,ତା-୧୫/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୨,୦୧୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୩୫,୭୬୩, ଚିକିତ୍ସିତ ସଂଖ୍ୟା ୨୫,୧୦୬ ମୃତ ସଂଖ୍ୟା ୧,୦୮୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୬୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୫,୦୪୧, ସୁସ୍ଥ ସଂଖ୍ୟା ୪୦,୭୩୮,ଚିକିତ୍ସିତ ସଂଖ୍ୟା ୪,୧୦୯ ଏବଂ ମୃତ ସଂଖ୍ୟା ୧୮୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୪୭୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୬୮ ବୋଲି ଜଣାପଡିଛି ।

Leave A Reply

Your email address will not be published.