କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୮୬ ।

0 654

କଟକ ,ତା-୧୫/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୨,୦୧୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୩୫,୭୬୩, ଚିକିତ୍ସିତ ସଂଖ୍ୟା ୨୫,୧୦୬, ମୃତ ସଂଖ୍ୟା ୧,୦୮୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୮୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୮୦୧, ସୁସ୍ଥ ସଂଖ୍ୟା ୨୧,୮୪୦,ଚିକିତ୍ସିତ ସଂଖ୍ୟା ୧,୮୬୩, ମୃତ ସଂଖ୍ୟା ୯୪ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୪୭୦ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୮୬ ବୋଲି ଜଣାପଡିଛି ।

Leave A Reply

Your email address will not be published.