ଟ୍ରଲି ଚାଳକ ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟ ହାତ ବଢାଇଲେ ଦରଦୀ ବନ୍ଧୁ ହିମାଂଶୁ ।

0 117

ଯାଜପୁର,ତା-୧୨/୧୦(ପିପିଟି) : ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ତଥା ଯୁବ ସମାଜସେବୀ ହିମାଂଶୁ ଶେଖର ସାହୁ ଧର୍ମଶାଳା ବ୍ଲକ କୁମାରୀ ପଂଚାୟତର ଜାମୁବଣିଆ ଗ୍ରାମର ଝୁଲିଆ ଗେଡି, ସେ ପେସାରେ ଜଣେ ଟଲି ଚାଳକ ଥିଲେ, ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ପାଖରେ ପହଂଚି ଆର୍ଥିକ ସହାୟତା କରିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ଶୁଦ୍ଧିକ୍ରିୟା ପାଇଁ ସବୁ ପ୍ରକାର ବ୍ୟବସ୍ତା କରାଯିବ ବୋଲି ତାଙ୍କ ପରିବାର ବର୍ଗଙ୍କୁ ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.