ଭୁବନେଶ୍ବର ,ତା-୧୧/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୨୪,୨୩୭, ଚିକିତ୍ସିତ ସଂଖ୍ୟା ୨୬,୮୯୧ ମୃତ ସଂଖ୍ୟା ୧,୦୨୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୧୦ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୩,୫୬୫, ସୁସ୍ଥ ସଂଖ୍ୟା ୩୯,୦୨୧,ଚିକିତ୍ସିତ ସଂଖ୍ୟା ୪,୩୬୧ ଏବଂ ମୃତ ସଂଖ୍ୟା ୧୭୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୫୪୬ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୧୦ ବୋଲି ଜଣାପଡିଛି ।