ଭୁବନେଶ୍ବର ,ତା-୦୯/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୬,୮୩୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୧୬,୯୮୪, ଚିକିତ୍ସିତ ସଂଖ୍ୟା ୨୮,୮୧୧ ମୃତ ସଂଖ୍ୟା ୯୯୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୮୨ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୨,୭୬୨, ସୁସ୍ଥ ସଂଖ୍ୟା ୩୭,୨୭୬,ଚିକିତ୍ସିତ ସଂଖ୍ୟା ୫,୩୧୩ ଏବଂ ମୃତ ସଂଖ୍ୟା ୧୬୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୯୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୮୨ ବୋଲି ଜଣାପଡିଛି ।