ରାଇରଙ୍ଗପୁର ,୦୩/୧୦(ପିପିଟି); ରାଇରଙ୍ଗପୁର ନୂଆଗାଁ ସ୍ଥିତ ଦେଶ କରମ ପଡିଆ ନିକଟରେ ମକୁନ୍ଦ ମହାନ୍ତଙ୍କ ଦାନ ସୂତ୍ରରେ ପ୍ରଦାନ କରାଯାଇଥିବା ଜାଗାରେ ଦେହୁରୀ ପ୍ରଭାସ କୁମାର ମହାନ୍ତଙ୍କ ଦ୍ୱାରା କୁଡୁମାଲି ରୀତିନୀତି ରେ ଓଡ଼ିଶା କୁଡୁମୀ ସମାଜର ଏକ ଶାଖା କାର୍ଯ୍ୟାଳୟର ଭୂମୀପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟାଳୟ ଗୃହ କାର୍ଯ୍ୟ ଦୃତ ଗତିରେ ଚାଲିଥିବା ଓଡ଼ିଶା କୁଡୁମୀ ସମାଜ ରାଇରଙ୍ଗପୁରର ସଭାପତି ନବୀନ କିଶୋର ମହାନ୍ତ ଜଣାଇଛନ୍ତି । ( ରିପୋର୍ଟ- ଅକ୍ଷୟ କୁମାର ବିଶ୍ବାଳ) ।