କଟକ ,ତା-୦୩/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୯,୩୮୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୯୪,୧୨୮, ଚିକିତ୍ସିତ ସଂଖ୍ୟା ୩୪,୩୧୪, ମୃତ ସଂଖ୍ୟା ୮୯୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୫୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୫୦୫, ସୁସ୍ଥ ସଂଖ୍ୟା ୧୭,୮୪୮,ଚିକିତ୍ସିତ ସଂଖ୍ୟା ୩,୫୭୯ ଏବଂ ମୃତ ସଂଖ୍ୟା ୭୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୦୫୩ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୫୬ ବୋଲି ଜଣାପଡିଛି ।