ଆସ୍କା ବିଧାୟିକାଙ୍କ ଦ୍ବାରା ରାସନ କାର୍ଡ ବଣ୍ଟନ ।

0 298

କବିସୂର୍ଯ୍ଯ ନଗର,୦୨/୧୦(ପିପିଟି),କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ସୁନାପଲ୍ଲୀ ଗ୍ରାମ ପଞ୍ଚାୟତ ଠିରେ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ,ବ୍ଲକ ଅଧ୍ଯକ୍ଷ ସନ୍ତୋଷ କୁମାର ପାଢୀ,ସୁନାପଲ୍ଲୀ ସରପଞ୍ଚ ବିପ୍ରଚରଣ ଦାସ,ସମିତି ସଭ୍ୟ ବଳରାମ ପ୍ରଧାନ,ବିଡିଓ ବାସୁଦେବ ନାୟକ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ ରାସନ କାର୍ଡ ଓ ମାସ୍କ ବଣ୍ଟନ କରିଥିଲେ । (ରିପୋର୍ଟ – ଉମା ଚରଣ ପଟ୍ଟନାୟକ ।)

Leave A Reply

Your email address will not be published.