କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୭୧ ।

0 137

କଟକ ,ତା-୦୧/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୨,୭୩୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୮୫,୭୦୦, ଚିକିତ୍ସିତ ସଂଖ୍ୟା ୩୬,୧୨୨, ମୃତ ସଂଖ୍ୟା ୮୫୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୭୧ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୮୯୧, ସୁସ୍ଥ ସଂଖ୍ୟା ୧୬,୮୨୪,ଚିକିତ୍ସିତ ସଂଖ୍ୟା ୩,୯୯୧ ଏବଂ ମୃତ ସଂଖ୍ୟା ୭୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୧୫ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୭୧ ବୋଲି ଜଣାପଡିଛି ।

Leave A Reply

Your email address will not be published.