ପାତାଳି କ୍ଷେତ୍ରରେ ପାତାଳି ସେନା ପକ୍ଷରୁ ସଫେଇ କର୍ଯ୍ୟକ୍ରମ ।

0 332

ଉଲୁଣ୍ଡା,୩୦/୦୯(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ର କୋଟସମଲାଇ ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ପାତାଳୀ କ୍ଷେତ୍ର ଠାରେ କୋଟସମଲାଇ ପାତାଳୀ ସେନା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସେନା ପକ୍ଷରୁ ପାହାଡର ଭିନ୍ନ ଗୁମ୍ଫା ପରିସର, ପାହାଡ଼ ପାଦଦେଶ, ମଣ୍ଡପ,ମନ୍ଦିର ପରିସର, ଗୁମ୍ଫା ରାସ୍ତା କୁ ଯାଇଥିବା ରାସ୍ତା ସବୁକୁ ସଫା କରାଯାଇଥିଲା ।ଏଥିରେ ପାତାଳୀ ସନ୍ର ସଦସ୍ୟ ଶୁଭମ ପାଢ଼ୀ, ରାଧୁ ପାଢ଼ୀ, ରାକେଶ ବାଘ,ସତ୍ୟଜିତ ଗଡୁଆ, ରାମଗୋପଲ ବାରକୁଟିଆ, ନୀଳମଣି ମେଂଡ଼ିଲି,ରିଲୁ ସେଠି,ମିଳୁ ସେଠି, ସର୍ବେଶ୍ୱର ମନ୍ତ୍ରା,ସଞ୍ଜୟ ମେଂଡ଼ିଲି ପ୍ରମୁଖ ଯୋଗ ଦେଇ ସଫେଇ କାର୍ଯ୍ୟ କରିଥିଲେ । (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.