ଲିଜ୍ ଦିଆଯାଇଥିବା ବାଲିଘାଟକୁ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧ ।

0 343

ଯାଜପୁର,୨୮/୦୯(ପିପିଟି) : ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଲିଜ୍ ବାଲି ଘାଟକୁ ଗ୍ରାମବାସୀଙ୍କ ବିରୋଧ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ କେଲୁଅ ନଦୀର ଗୋପନଗର ଠାରେ ସରକାରୀ ବାଲଘାଟକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ନୂତନ ଭାବେ ଲିଜ୍ ଦିଆଯାଇଥିବା ଏହି ବାଲଘାଟରୁ ଆଜି ବାଲି ପରିବହନ ହେଉଥିବା ବେଳେ ଗ୍ରାମବାସୀମାନେ ସେଠାରେ ପହଁଚି ବାଲି ପରିବହନ କରୁଥିବା ଟ୍ରାକ୍ଟରକୁ ଅଟକ ରଖିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା ।ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଲିଜ୍ ବାଲି ଘାଟକୁ ଗ୍ରାମବାସୀଙ୍କ ବିରୋଧ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ କେଲୁଅ ନଦୀର ଗୋପନଗରଠାରେ ସରକାରୀ ବାଲଘାଟକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ନୂତନ ଭାବେ ଲିଜ ଦିଆଯାଇଥିବା ଏହି ବାଲଘିାଟରୁ ଆଜି ବାଲି ପରିବହନ ହେଉଥିବା ବେଳେ ଗ୍ରାମବାସୀମାନେ ସେଠାରେ ପହଁଚି ବାଲି ପରିବହନ କରୁଥିବା ଟ୍ରାକ୍ଟରକୁ ଅଟକ ରଖିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।

Leave A Reply

Your email address will not be published.