ରାୟଗଡା ,ତା-୨୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୩,୫୭୧, ଚିକିତ୍ସିତ ସଂଖ୍ୟା ୩୮,୧୭୨, ମୃତ ସଂଖ୍ୟା ୮୧୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୧ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୩୯୧, ସୁସ୍ଥ ସଂଖ୍ୟା ୬,୮୨୮,ଚିକିତ୍ସିତ ସଂଖ୍ୟା ୫୨୬ ଏବଂ ମୃତ ସଂଖ୍ୟା ୩୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୨୩୫ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୧ ବୋଲି ଜଣାପଡିଛି ।