ବ୍ରହ୍ମପୁର,ତା-୨୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୩,୫୭୧, ଚିକିତ୍ସିତ ସଂଖ୍ୟା ୩୮,୧୭୨, ମୃତ ସଂଖ୍ୟା ୮୧୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୮ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୦୬୩, ସୁସ୍ଥ ସଂଖ୍ୟା ୧୯,୫୫୫,ଚିକିତ୍ସିତ ସଂଖ୍ୟା ୨୮୧ ଏବଂ ମୃତ ସଂଖ୍ୟା ୨୧୯ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୨୩୫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୮ ବୋଲି ଜଣାପଡିଛି ।