ପୋଲସରା,୨୭/୦୯(ପିପିଟି); ପୋଲସରା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ କାହ୍ନୁଚରଣ ସାହୁଙ୍କ ନେତୃତ୍ବରେ ଖଣ୍ଡୁରୁ ଗ୍ରାମର ୧୦୦ରୁ ଉର୍ଦ୍ଧ୍ବ ବିଜେପି ପରିବାର ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।ସରପଞ୍ଚ, ସମିତିସଭ୍ୟ,ବହୁ ମାନ୍ୟଗଣ୍ୟ ବ୍ଯକ୍ତି ଓ ବିଜୁ ଜନତା ଦଳର ସକ୍ରିୟ କର୍ମୀମାନେ ଉପସ୍ଥିତ ଥିଲେ।