ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୮୧୮ ।

0 597

ଭୁବନେଶ୍ବର ,ତା-୨୭/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯,୩୭୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୦,୧୯୩, ଚିକିତ୍ସିତ ସଂଖ୍ୟା ୩୮,୩୩୧ ମୃତ ସଂଖ୍ୟା ୭୯୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୧୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୮୯୮, ସୁସ୍ଥ ସଂଖ୍ୟା ୨୯,୪୩୩,ଚିକିତ୍ସିତ ସଂଖ୍ୟା ୬,୩୨୯ ଏବଂ ମୃତ ସଂଖ୍ୟା ୧୨୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୨୨ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୧୮ ବୋଲି ଜଣାପଡିଛି ।

Leave A Reply

Your email address will not be published.