ବଦାଙ୍ଗୀ ଜଙ୍ଗଲରୁ ଅଜଣା ମୃତଦେହ ଉଦ୍ଧାର ।

0 17

ଭଞ୍ଜନଗର,୨୬/୦୯(ପିପିଟି); ବଦାଙ୍ଗୀ ଜଙ୍ଗଲରେ ଆଜି ଦିନ ସାଢ଼େ ଦଶଟା ସମୟରେ ଏକ ଗଛରେ ଗୋଟିଏ ମୃତଦେହ ଝୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଏସମ୍ପର୍କରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା। ମୃତ ବ୍ୟକ୍ତିଙ୍କ ବୟସ ପାଖାପାଖି ୪୦ବର୍ଷ ହେବ ବୋଲି ଜଣାପଡ଼ିଛି କିନ୍ତୁ ତାର ସଠିକ୍ ପରିଚୟ ମିଳି ପାରିନାହିଁ।ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇ ତାରସିଙ୍ଗି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି। (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.