ସମୀକ୍ଷା ବୈଠକ ।

0 332

ଯାଜପୁର,୨୪/୦୯(ପିପିଟି); ଧର୍ମଶାଳା ତହସିଲରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ପହଁଚି ରାଜସ୍ବ  ବିଷୟରେ ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ତହସିଲଦାର ସରୋଜ କୁମାର ପଣ୍ଡା ,ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ,ଶୀତଳ ଅଗ୍ରୱାଲ ଓ ସମସ୍ତ ରାଜସ୍ବ ନିରୀକ୍ଷକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.