ପୋଲସରା ବ୍ଲକ୍ କାର୍ଯ୍ୟାଳୟ ଠାରେ ବିଧାୟକଙ୍କ ସମୀକ୍ଷା ବୈଠକ ।

0 351

ପୋଲସରା,୨୪/୦୯(ପିପିଟି); ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ମନରେଗା କାର୍ଯ୍ୟରେ ଶ୍ରମିକମାନେ କେମିତି ଅଧିକ ଦିନ କାର୍ଯ୍ୟରେ ନିୟୋଜିତ ହେବେ ସେ ବିଷୟରେ ବିଡିଓ ,ସହକାରୀ ନିର୍ବାହୀ ଯନ୍ତ୍ରୀ ,କନିଷ୍ଠ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ସରକାରୀ କର୍ମଚାରୀ,ଜିଆରଏସ୍ ଓ ଗାଁ ସାଥୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.