ତିର୍ତ୍ତୋଲ ଉପ ନିର୍ବାଚନକୁ ନେଇ ବିଜେଡିର ପ୍ରସ୍ତୁତି ବୈଠକ ।

0 399

ଜଗତସିଂହପୁର -୧୧/୦୯ପିପିଟି); ତିର୍ତ୍ତୋଲ ଉପନିର୍ବାଚନ ରେ ବିଜେଡି ର ବିଧାୟକ ପ୍ରାର୍ଥୀ ଚୟନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିରିଡ଼ି ବ୍ଲକ୍ ବିଜେଡି ସଭାପତି ରବୀନ୍ଦ୍ର କୁମାର ରାଉଳ, ଜଗତସିଂହପୁର ଲୋକସଭା ସାଂସଦ ଡ.ରାଜଶ୍ରୀ ମଲ୍ଲିକ୍, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ,ପଞ୍ଚାୟତ ରାଜ ଓ ପାନୀୟ ଜଳଯୋଗାଣ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା,ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ , ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ ପ୍ରମୁଖ ବିରିଡ଼ି ବ୍ଲକ୍ ର ବିଜେଡି କର୍ମୀ ମାନଙ୍କ ସହିତ ଆଲେଚନା କରୁଛନ୍ତିି । ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.