ବୁଗୁଡା ବ୍ଲକ ସମ୍ମୁଖରେ ଗ୍ଯାସ ଦର ବୃଦ୍ଧି ନେଇ ବିକ୍ଷୋଭ।

0 303

ବୁଗୁଡା,୨୪/୧୧(ପିପିଟି):ବୁଗୁଡା ପଞ୍ଚାୟତ ସମିତି ପରିସରରେ ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ବୁଗୁଡା ବ୍ଲକ ଓ ଏନ.ଏ.ସି ବିଜୁ ମହିଳା,ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି ଏବଂ ବିଜୁ ଜନତା ଦଳର ଛାମୁଆ ସଂଗଠନ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଗ୍ୟାସ ଦର କମ କରିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରେରଣ କରିଛନ୍ତି।

Leave A Reply

Your email address will not be published.