ଆସ୍କା ବିଧାୟିକା ଗହଙ୍ଗୁ ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷ ଜମି ଅନୁଧ୍ୟାନ କରିଛନ୍ତି।

0 323

ଆସ୍କା,୧୫/୧୧(ପିପିଟି): ଲଗାଣ ବର୍ଷା ଫଳରେ ଆସିକା ନିର୍ବାଚନ ମଣ୍ଡଳୀର ଆସିକା ବ୍ଲକର ଗହଙ୍ଗୁ ଗ୍ରାମ ପଞ୍ଚାୟତର ଚନ୍ଦନପେଡି ଗ୍ରାମର ଚାଷ ଜମିରେ ବର୍ଷା ପାଣି ମାଡ଼ି ଯାଇଛି,ଆଜି ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଗ୍ରାମ ବାସୀଙ୍କ ସହିତ ବିଭିନ୍ନ ଚାଷ ଜମି ଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.