ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୪୯ ।

0 1,197

ଭୁବନେଶ୍ବର,ତା-୦୭/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୫୬୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୫,୮୪୦, ଚିକିତ୍ସିତ ସଂଖ୍ୟା ୩,୮୯୩ ମୃତ ସଂଖ୍ୟା ୧,୭୭୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୯ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୮୬୬, ସୁସ୍ଥ ସଂଖ୍ୟା ୫୧,୨୦୭,ଚିକିତ୍ସିତ ସଂଖ୍ୟା ୩୪୬ ଏବଂ ମୃତ ସଂଖ୍ୟା ୩୦୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୬୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୯ ବୋଲି ଜଣାପଡିଛି ।

Leave A Reply

Your email address will not be published.