୬ଟି ରାଜ୍ୟର ୭ଟି ବିଧାନସଭା ନିମନ୍ତେ ନଭେମ୍ବର ୩ ରେ ଉପନିର୍ବାଚନ।

0 442

ନୂଆଦିଲ୍ଲୀ: ୬ଟି ରାଜ୍ୟର ୭ଟି ବିଧାନସଭା ନିମନ୍ତେ ନଭେମ୍ବର ୩ ତାରିଖରେ ଉପ-ନିର୍ବାଚନ ହେବ ବୋଲି ଆଜି ସମୟ-ସୂଚୀ ଘୋଷଣା କରି ଭାରତର ନିର୍ବାଚନ କମିସନ କହିଛି। ଏହାର ୩ ଦିନ ପରେ ଭୋଟ୍‌ ଗଣନା କରାଯିବ ବୋଲି ମଧ୍ୟ ନିର୍ବାଚନ କମିସନ୍‌ ସୂଚନା ଦେଇଛି। ଉପ-ନିର୍ବାଚନ ହେବାକୁ ଥିବା ୭ଟି ଆସନଗୁଡ଼ିକ ମଧ୍ୟରେ ରହିଛି ବିହାରର ମୋକମା ଓ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ୍‌, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡ଼, ଉତ୍ତର ପ୍ରଦେଶର ଗୋଲା ଗୋକ୍ରନ୍ନାଥ ଏବଂ ଓଡ଼ିଶାର ଧାମନଗର।

Leave A Reply

Your email address will not be published.