୫୦ ଲକ୍ଷ ଟଙ୍କାର ବାଣ ସହ ଟ୍ରକ ଜବତ।

0 529

ଗଞ୍ଜାମ,୧୨/୧୧:ଗଞ୍ଜାମ ଜିଲ୍ଲା ଧରାକୋଟ ପୁଲିସ ବିପୁଳ ପରିମାଣର ବାଣ ଜବତ କରିଛି। ଜବତ ବାଣର ମୂଲ୍ୟ ୫୦ଲକ୍ଷ ଟଙ୍କା ହେବା। ବାଣ ବୋଝେଇ ଟ୍ରକ ଓଆର ୦୭ବି ୪୧୦୧କୁ ମଧ୍ୟ ପୁଲିସ ଜବତ କରିଛି। ଧରାକୋଟ ଥାନା କେଶ୍ ନଂ ୧୬୯/୨୦୨୦ ଅନୁଯାୟୀ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.