୫ଲକ୍ଷ ଟଙ୍କାର ବାଣ ଜବତ।

0 914

ଗଞ୍ଜାମ,୧୩/୧୧(ପିପିଟି): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୁଲିସ ପକ୍ଷରୁ ବେଲଗାଁ ଓ ହିଞ୍ଜିଳିରେ ଚଢାଉ କରି ୫ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଛି। ହିଞ୍ଜିଳିକାଟୁ ଥାନାରେ ବିସ୍ଫୋରକ ସାମଗ୍ରୀ ଓ ଶଦ୍ଦ ପ୍ରଦୂଷଣ ଆଇନର ଉଲ୍ଲଂଘନ ନେଇ ୪୦୬/୨୦୨୦ ଓ ୪୦୭/୨୦୨୦ ଦୁଇଟି ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.