୩ଟି ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ: ୧୪ ଜୁଆଡ଼ି ଗିରଫ ।

0 497

ଭଞ୍ଜନଗର,୨୩/୧୦(ପିପିଟି); ତାରସିଙ୍ଗି ପୋଲିସ ଶୁକ୍ରବାର ଜୁଆ ଖେଳ ଚାଲିଥିବା ଖବର ପାଇ ହଳନ୍ଦ ଖୋଳା,ବାଲି ସାହି ଓ ଅତରେଇ ପଲ୍ଲୀ ୩ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ମୋଟ ୧୪ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କୁ ଠାରୁ ମୋଟ ୪୫,୨୦୦ଟଙ୍କା,୪ଟି ମୋଟର ସାଇକେଲ ଜବତ କରିଛି।ଏହି ଘଟଣାରେ ତାରସିଙ୍ଗି ଥାନାରେ ୩ଟି କେଶ ରୁଜ୍ଜୁ ହୋଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଜଣାଇଛନ୍ତି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.