୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ଯକ୍ତିଙ୍କ ଟୀକାକରଣ କରାଯିବ।

0 364

ଜଗତସିଂହପୁର,୦୬/୦୬(ପିପିଟି);ଜଗତସିଂହପୁର ମ୍ୟୁନିସିପାଲଟିରେ ୧୮ ରୁ ୪୪ ବୟସ ବର୍ଗଙ୍କ କୋଭିଡ୍ ଟୀକାକରଣ ପାଇଁ କୋ-ଓ୍ଵିନ୍ ପୋର୍ଟାଲ ମାଧ୍ୟମରେ ଆଜି
ତା ୦୬/୦୬/୨୦୨୧ ରିଖ ଅନ୍ ଲାଇନ୍ ବୁକିଂ ଉପଲବ୍ଧ ହେବ ।ଟୀକାକରଣ ତାରିଖ ୦୭,୦୮ ଏବଂ ୦୯ ଜୁନ୍ ୨୦୨୧ ଧାର୍ଯ୍ୟ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ଵିଲଡିଂ ଵର୍ହି ବିଭାଗର ତିନୋଟି ସ୍ଥାନରେ ଓ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ପଛ ପାର୍ଶ୍ଵରେ ଥିବା ଗେରିଆଟ୍ରିକ୍ ଓ୍ଵାର୍ଡରେ ଏହି ଟୀକାକରଣ କରାଯିବ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)

Leave A Reply

Your email address will not be published.