୧୬ ଦିନରେ ପହଞ୍ଚିଛି ଅଙ୍ଗନୱାଡି କର୍ମୀଙ୍କ ଧାରଣା।

0 611

ବୋଲଗଡ଼,୦୬/୧୨(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଶିଶୁ ବିକାଶ ବିଭାଗର ସମୁଖରେ ୧୬ ଦିନରେ ପହଞ୍ଚିଛି ଅଙ୍ଗନୱାଡି କର୍ମୀଙ୍କ ଧାରଣା । ୮ଦଫା ଦାବି ନେଇ ଧାରଣାରେ ବସିଛନ୍ତି ଅଙ୍ଗନୱାଡ଼ି କର୍ମୀ ସହାୟିକା । ଦାବି ପୂରଣ ନହେଲେ ଧାରଣା ଆଗକୁ ତୀବ୍ରତର ହେବବୋଲି ଦୃଢ ଚେତାବନୀ ମଧ୍ୟ ଦେଇଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.