ୟୂନି ଭର୍ସାଲ ୟୁଥ ମାସ ତରଫରୁ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ।

0 293

ବୋଲଗଡ,ତା-୧୨/୧୦(ପିପିଟି); ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଡ଼ିଆଇଟି ସ୍କୁଲ ପରିସରରେ ୟୂନିଭର୍ସାଲ ୟୁଥ ମାସ୍ ତରଫରୁ ରବିବାର ଦିନ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ଆୟୋଜକୟୂନି ଭର୍ସାଲ ୟୁଥ ମାସର ମୁଖ୍ୟ ଜିତେନ୍ଦ୍ରସାହୁ ଉଦ୍‌ଘାଟନ କରି ଶୁଭ ଆରମ୍ଭ କରି ଥିଲେ । ପରେ ଏ ଅଞ୍ଚଳର ବହୁ ଯୁବ ପିଢ଼ି ସ୍ଵେଛା କୃତ ଭାବେ କରୋନା ନୀତି ନିୟମକୁ ପାଳନ କରି ସାମାଜିକ ଦୂରତା ରେ ରକ୍ତ ଦାନ କରିଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.