ବ୍ରହ୍ମପୁର,୦୯/୧୧(ପିପିଟି): ଆଗମୀ ପୌର ନିର୍ବାଚନ ପାଇଁ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ହିଞ୍ଜିଳିକାଟୁ ପୌର ପରିଷଦର ୧,୫,୧୦,୧୧,୧୫ ଓ ୧୯ ନମ୍ବର ୱାର୍ଡ ଅଣସଂରକ୍ଷିତ ରହିଛି। ୪,୬,୧୪,୨୦ ଓ ୨୧ ନମ୍ବର ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୨ ଓ ୧୭ ନମ୍ବର ୱାର୍ଡ ଅନୁସୂଚିତ ଜାତି,୧୬ ଓ ୧୮ ଅନୁସୂଚିତ ଜାତି ମହିଳା, ୩,୮ ଓ ୯ ନମ୍ବର ୱାର୍ଡ ପଛୁଆବର୍ଗ ମହିଳା, ୦୭ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ଜାତି ମହିଳା, ୧୨ ଓ ୧୩ ନମ୍ବର ୱାର୍ଡ ପଛୁଆ ବର୍ଗ ପାଇଁ ସଂରକ୍ଷିତ ରହିଛି।