ସ୍ବର୍ଗତ ପ୍ରଦୀପ ମହାରଥୀ ଜଣେ ତୁଙ୍ଗ ନେତା ଥିଲେ :ବିଧାୟକ ପ୍ରୀତିରଞ୍ଜନ ଘଡେଇ ।

0 349

ଯାଜପୁୁୁର,୦୪/୧୦(ପିପିଟି) ; ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ । ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଶ୍ରୀ ମହାରଥୀଙ୍କ ବିୟୋଗ ଖବର ପାଇଁ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ତାଙ୍କ ବାସଭବନ ରେ ପହିଁଛି ପୁଷ୍ପମାଲ୍ୟ ଦେବା ସହିତ ଭକ୍ତିପୂର୍ତ୍ତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ଏହା ସହିତ ସ୍ୱର୍ଗତ ମହାରଥୀ ଜଣେ ତୁଙ୍ଗ ଓ ଲଢ଼ୁଆ ରାଜନେତା ଥିଲେ ଏହା ବିଜେଡି ଦଳ ପାଇଁ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ଘଡେଇ ।

Leave A Reply

Your email address will not be published.