ଯାଜପୁର,(ପିପିଟି)୦୫/୦୫ ,ଗୁଜରାଟ ସୁରାତରୁ ଯାଜପୁରକୁ ଆସି ଥିବା ୧୦୫ ଲୋକଙ୍କୁ ଛତିଆ ରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଭିନ୍ନ ବ୍ଲକକୁ ପଠାଯାଇଛି। ଏମାନେ ବିନା ସୂଚନା ରେ ପହଞ୍ଚି ଥିଲେ। ଧର୍ମଶାଳା ୧୬ ବରୀ ୬ ଯାଜପୁର ୫୩ ବଡ଼ଚଣା ୬ ସୁକିନ୍ଦା ୧ ବିଂଝାରପୁର ୨ ରସୁଲପୁର ୨୦ କୋରେଇ ୧ ଥିବା ଜଣାପଡିଛି ।
ରିପୋର୍ଟ – ଦେବ କୁମାର ।