ବୋଲଗଡ଼,୦୨/୦୨(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡକୁମ୍ଭାରି ପଞ୍ଚାୟତର ସାନକୁମ୍ଭାରି ଗ୍ରାମର ବହୁପୁରାତନ ସିଦ୍ଧେଶ୍ୱର ଶିବ ମନ୍ଦିର ଅଟେ। କିନ୍ତୁ ପୁରୁଣା ମନ୍ଦିର ଭାଙ୍ଗି ନୂତନ ଭାବରେ ନିର୍ମାଣ କରାଯାଇ। ସମସ୍ତ ଗ୍ରାମବାସୀ ଓ ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତାରେ ନିର୍ମାଣ କରାଯାଇଛି। ଏହା ସହିତ ନୂତନ ଭାବେ ପ୍ରଭୁ ଶନି ଦେବଙ୍କର ମନ୍ଦିର ନିର୍ମାଣ ହୋଇଛି। ଆଜି ଦୁଇଟି ମନ୍ଦିରର ପ୍ରତିଷ୍ଠା ହେଉଛି। ତତ ସହିତ ହନୁମାନଙ୍କ ମନ୍ଦିରରେ ମଧ୍ୟ ଧୁମ ଧାମ ଯଜ୍ଞ କାର୍ଯ୍ୟ ଚାଲିଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)