ସାହାଯ୍ୟ ଓ ସହଯୋଗର ଅନ୍ୟନାମ ଯୁବସମାଜସେବୀ ହିମାଂଶୁ ।

0 682

ଯାଜପୁର,୨୩/୧୦(ପିପିଟି); ଯାଜପୁର ଜିଲ୍ଲା ର ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ତଥା ଯୁବ ସମାଜସେବୀ ହିମାଂଶୁ ଶେଖର ସାହୁ ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ଗ୍ରାମ ପଂଚାୟତ ର ସୁନ୍ଦୁରିଆ ଗ୍ରାମର ଜଣେ ବ୍ୟକ୍ତି କ୍ୟାନ୍ସର ରେ ପୀଡିତ ଏବଂ ସେହି ପଂଚାୟତ ଷେଣ୍ଢପୁର ଗ୍ରାମର ଗୋଟେ ଅନ୍ଧ ଛୋଟ ଝିଅଟି ବହୁତ ଦୁଃଖ ଯନ୍ତ୍ରଣାରେ ଥିବା ଖବର ପାଇ ଟ୍ରଷ୍ଟର ସମ୍ପାଦକ ତାଙ୍କ ପାଖରେ ପହଞ୍ଚି ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.