ବୋଲଗଡ଼,୨୦/୦୫(ପିପିଟି),ବୋଲଗଡ ବ୍ଳକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମପଞ୍ଚାୟତ ରେ କୋରୋନା ସଂକ୍ରମଣ ରୋକିବା ପାଇଁ ପାଟବନ୍ଧମୌଜା ଓ କୃଷ୍ନ ପୁରୁମୌଜା ଗୁଡିକ ନିଷେଧା ଅଞ୍ଚଳ ସହ ୧୪୪ଧାରା ଲାଗୁକରାଯାଇଛି। ଏହି ମୌଜା ଗୁଡିକରେ କରୋନା ସଂକ୍ରମିତ ଜଣା ପଡିବାପରେ ପଞ୍ଚାୟତ ତରଫରୁ ସଚେତନତା କରିବା ସହ କଡା ପଦକ୍ଷପ ମଧ୍ୟ ନିଆଯାଇଛି। ଏହି କଟକଣାକୁ ସାତ ଦିନ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ସରପଞ୍ଚ ସୁବାଷ ଚନ୍ଦ୍ର ରାୟଗୁରୁ ପ୍ରକାଶ କରିଛନ୍ତି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )