ସରୋଜ କୁମାର ପଣ୍ଡା ବାଲିଅନ୍ତା ତହସିଲଦାର ଭାବେ ଦାୟିତ୍ଵ ଗ୍ରହଣ ।

0 252

ଯାଜପୁର,ତା-୦୭/୧୦(ପିପିଟି); ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ତହସିଲଦାର ଭାବେ ସରୋଜ କୁମାର ପଣ୍ଡା ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ଖବରରୁ ପ୍ରକାଶ ଯେ ଶ୍ରୀ ପଣ୍ଡା ଲକ ଡାଉନ ,ସଟ ଡ଼ାଉନ ହେଉବା କୋଭିଡ ସଫଳ ପରିଚାଳନ କରି ପ୍ରଶାସନ ର ପ୍ରିୟ ଭାଜନ ହୋଇପାଇଛନ୍ତି । ଜଣେ ଦକ୍ଷ ପ୍ରଶାସକ ହୋଇ ବେଆଇନି କଳାପଥର ଚୋର ଚାଲାଣ ରୋକିବାରେ ସଫଳ ହୋଇଥିବା ବେଳେ ସଟ୍ ଡାଉନ ବେଳେ ଭୋକିଲା ମୁହଁ ରେ ଆହାର ଦେଇଛନ୍ତି । ଏଭଳି ଜଣେ ଦକ୍ଷ ପ୍ରଶାସକର ବଦଳି ପରେ ଧର୍ମଶାଳାବାସୀଙ୍କ ଆଖିରେ ଲୁହ ଆସିଯାଇଛି ଏଭିଳି ଦୃଶ୍ୟ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.