ତିର୍ତ୍ତୋଲ,୨୧/୦୮(ପିପିଟି); ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ପଟିଲୋ ଗ୍ରାମ ପଞ୍ଚାୟତ ପଲ୍ଲୀସେଵା ସେବା ସମବାୟ ସମିତି ସେକ୍ରେଟାରୀ ପ୍ରଫୁଲ୍ଲ କୁମାର ରାଉତ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ଖଣ୍ଡେଶ୍ଵର ପାଣି ପଞ୍ଚାୟତ ସଭାପତି ହେମନ୍ତ କୁମାର ରଥ, ତିର୍ତ୍ତୋଲ ବ୍ଲକ୍ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)