ଶ୍ରମ ମନ୍ତ୍ରୀଙ୍କ ଦ୍ବାରା ମଥୁରା ଠାରେ ଉନ୍ନୟନ କାର୍ଯ୍ଯର ଭିତ୍ତି ପ୍ରସ୍ତର ସ୍ଥାପନ।

0 355

ପୋଲସରା,୧୭/୧୨(ପିପିଟି): ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମ ଠାରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଦୁଇ ଗୋଟି ଧନେଇ ଜଳ ସେଚନ ପ୍ରକଳ୍ପ ଧନେଇ ବିତରକ ର ୧୪ କି.ମି ଠାରୁ ୨୫:୪୬ କି.ମି ଏବଂ ପାଇକ ଯମୁନା ଉପ ବିତରକ ପର୍ଯ୍ୟବେକ୍ଷଣ ରାସ୍ତା ଓ ଧନେଇ ବିତରକ ର ୨୦:୪୬ କି.ମି ଠାରୁ ୨୫:୪୬ କି.ମି ମଧ୍ୟରେ ବିନିର୍ଗତ ମାଇନର ଓ ସବ୍ ମାଇନର ଉନ୍ନତିକରଣ କାର୍ଯ୍ଯ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଜନ ପ୍ରତିନିଧି ଓ ଚାଷୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.