ଶେରଗଡ ଅଞ୍ଚଳରେ ବିଜେପିର ପ୍ରତିଷ୍ଠା ଦିବସ ପାଳନ ।

0 440

ଶେରଗଡ,୦୬/୦୪(ପିପିଟି);ଶେରଗଡ ବିଜେପିର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଛି ଧବଳପୁର ର ସଞ୍ଜୟ ପ୍ରଧାନ ଓ ଅଲାରୀ ଗଡ଼ର ଜୟଦେବ ନେଜାଙ୍କ ନେତୃତ୍ୱରେ ଆଜି ଧବଳ ପୁର ପଞ୍ଚାୟତର ଅଣ୍ଡରାସିଂହ ଗ୍ରାମରେ ପାଳିତ ହୋଇଥିଲା । ଏହା ସହ ଆଗାମୀ ଦିନରେ ଦଳ କେମିତି ସୁଦୃଢ ହେବ ଯୁବ ଓ ଛାତ୍ର ବର୍ଗ ସଂଙ୍ଗଠନ ରେ କେମିତି ସାମିଲ ହେବେ ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ମଣ୍ଡଳ ସଭାପତି ପଞ୍ଚାନନ ଡାକୁଆ,ଜୟରାମ ସ୍ୱାଇଁ,ପୂର୍ଣ୍ଣ ଚନ୍ଦ୍ର ପାଢ଼ୀଙ୍କ ସହ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ଶେଷ ରେ ଜିତେନ୍ଦ୍ର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.