ଶହୀଦ୍ ଜବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ।

0 285

ବୋଲଗଡ଼, ୨୬/୦୧(ପିପିଟି): ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ମୁଗୁମଣ୍ଡା ଗ୍ରାମର ଶହୀଦ୍ ଜବାନ ଗୌରାଙ୍ଗ ଲେଙ୍କାଙ୍କ ପ୍ରତିମୁର୍ତ୍ତି ତଳେ ଘନଶ୍ଯାମ କଳ୍ପତରୁ ଶାନ୍ତି ଆଶ୍ରମ ଦ୍ୱାରା ପରିଚାଳିତ ଦେବ ଗୁରୁ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ,ଛାତ୍ର ଛାତ୍ରୀ ଓ ସମାଜସେବୀଙ୍କ ଉପସ୍ଥିତରେ କୋଭିଡ ନିୟମକୁ ପାଳନ କରି ୭୩ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ଆଜିର ଦିବସରେ ଭାରତମାତା ପ୍ରତି ଓ ଜବାନ ମାନଙ୍କର କର୍ତ୍ତବ୍ୟ ଆମମାନଙ୍କର ତାଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ ସମ୍ବନ୍ଧରେ ସମ୍ୟକ ଆଲୋଚନା କରାଯାଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.