ଶକ୍ତି ପୀଠରେ ଦଶମୀ ପୂଜା।

0 246

ବୋଲଗଡ଼, ୨୫/୧୦(ପିପିଟି); ବୋଲଗଡ଼ ଅଞ୍ଚଳରେ ଆଜି ଶାରଦୀୟ ଦୁର୍ଗାପୂଜା ଅବସରରେ ବିଭିନ୍ନ ଶକ୍ତିପୀଠ ଗୁଡିକରେ ମା ଙ୍କର ଆଜି ଦଶମୀପୁଜା ନିତୀ ପାଳିତହେଉଥିବା ବେଳେ ବିଭିନ୍ନ ପୂଜାମଣ୍ଡପ ଗୁଡିକରେ ମା ମହିଷାମର୍ଦିନୀ ଙ୍କର ପୁଜାଚାଲିଅଛି। ତେବେ ଚଳିତ ବର୍ଷ କୋଭିଡ୍ ନୀତିନିୟମକୁ ପାଳନ କରି ନିରାଡମ୍ବର ଭାବେ ପାଳନ କରାଯାଉଛି। ବୋଲଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ରାମ ଚଣ୍ଡୀ ପୀଠରେ ପୂଜାଉତ୍ସବ ପାରମ୍ପାରିକ ଭାବେ ରୀତିନୀତିରେ ପାଳନ କରା ଯାଉଛି। ସେହିପରି ବାଙ୍କୋଇ, ସାଗରଗୁଆଁ, କୁମାରି, ସମ୍ ପୁର ଏବଂ ମାଣିକଗୋଡା ପୂଜାମଣ୍ଡପ ଗୁଡିକରେ ମା ଦୁର୍ଗାଙ୍କର ପୁଜା ପାଳନ କରାଯାଉଛି।

(ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.