ରୂପାନ୍ତରିତ ସ୍ମାର୍ଟ କ୍ଲାସ ପରିଦର୍ଶନ କଲେ ବିଧାୟକ।

0 438

ପୋଲସରା,୧୬/୧୧(ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଆଦର୍ଶ ବିଦ୍ୟାଳୟ,ସୋଡକ ଓ ମଧୁସୂଦନପୁର ଉଚ୍ଚ ବିଦ୍ୟାଳୟକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯାଇ ଓଡିଶା ସରକାରଙ୍କ 5T ମାଧ୍ୟମରେ ରୂପାନ୍ତରିତ ସ୍ମାର୍ଟ କ୍ଲାସ ପରିଦର୍ଶନ କରିଛନ୍ତି।

Leave A Reply

Your email address will not be published.