ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪୬ ।

0 436

ରାୟଗଡା ,ତା-୨୬/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୯,୪୭୦, ଚିକିତ୍ସିତ ସଂଖ୍ୟା ୨୭,୬୩୮, ମୃତ ସଂଖ୍ୟା ୪୪୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୪୬ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୫୬୬, ସୁସ୍ଥ ସଂଖ୍ୟା ୨,୦୩୬,ଚିକିତ୍ସିତ ସଂଖ୍ୟା ୧,୫୦୯ ଏବଂ ମୃତ ସଂଖ୍ୟା ୨୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୩୭୧ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪୬ ବୋଲି ଜଣାପଡିଛି ।

Leave A Reply

Your email address will not be published.