ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୮ ।

0 327

ରାୟଗଡା ,ତା-୨୭/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯,୩୭୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୦,୧୯୩, ଚିକିତ୍ସିତ ସଂଖ୍ୟା ୩୮,୩୩୧, ମୃତ ସଂଖ୍ୟା ୭୯୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୮ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୨୯୦, ସୁସ୍ଥ ସଂଖ୍ୟା ୬,୬୮୭,ଚିକିତ୍ସିତ ସଂଖ୍ୟା ୫୬୬ ଏବଂ ମୃତ ସଂଖ୍ୟା ୩୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୨୨ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୮ ବୋଲି ଜଣାପଡିଛି ।

Leave A Reply

Your email address will not be published.